ଫ୍ଲାଇଙ୍ଗ ଶିଖ୍ ଙ୍କୁ କୋରୋନା

କଟକ /ଅଷ୍ଟିନ୍ ନ୍ୟୁଜ ତା ୨୧-୦୫-୨୦୨୧ ଭାରତୀୟ ଧାବକ ପଦ୍ମଶ୍ରୀ ମିଲ୍ଖା ସିଂହ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଏବେ ଗୃହ ସଂଗରୋଧ ରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟାବସ୍ଥ ମଧ୍ୟ ସ୍ଥିର ରହିଛି। ଏକ ଗଣମାଧ୍ୟମ କୁ ଟେଲିଫୋନ୍ ଜରିଆରେ ସେ କହିଛନ୍ତି “ଜଙ୍ଗି ସାରି ମୁଁ ଘରକୁ ଫେରିଲା ପରେ ମୋ ରିପୋର୍ଟ୍ ପଜିଟିଭ୍ ଆସିଥିବା ମୁଁ ଜାଣିବାକୁ ପାଇଲି। ମୋର କୌଣସି ପ୍ରକାର ଲକ୍ଷଣ ନାହିଁ। ଗତ କାଲି ସନ୍ଧ୍ୟାରେ … Continue reading ଫ୍ଲାଇଙ୍ଗ ଶିଖ୍ ଙ୍କୁ କୋରୋନା